ଆତ୍ମହତ୍ୟା କରିବା ପୂର୍ବରୁ ଝିଅ ଓ ପତ୍ନୀଙ୍କୁ ବାଏ ମେସେଜ କରିଥିଲେ ରାଇମୋହନ

ବରିଷ୍ଠ ସିନେ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିବା ପୂର୍ବରୁ ମୋବାଇଲରେ ନିଜ ୨ ଝିଅଙ୍କ ନାଁ ନେଇ ବାଏ ଜଣାଇଥିଲେ।

ମେସେଜରେ ପତ୍ନୀଙ୍କୁ ମଧ୍ୟ ବାଏ ଜଣାଇଥିବା ନେଇ ମଞ୍ଚେଶ୍ୱର ପୁଲିସ ସୂଚନା ଦେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes