ଆଜୀବନ ସଜା କାଟୁଥିବା କଏଦୀଙ୍କ ମେଡିକାଲରେ ମୃତ୍ୟୁ

ମୃତ କଏଦୀ ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ସରଗିଗୁଡ଼ା ଗାଁର ସୁନାଧର ବାଗ୍।

ଭୀମ ଭୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
୨୦୦୭ରେ ହତ୍ୟା ମାମଲାରେ ଜିଲ୍ଲା ଜେଲ୍‌ରେ ସଜା ଭୋଗୁଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes