ଆଜି ସଂଧ୍ୟା ସୁଦ୍ଧା ଭୁବନେଶ୍ବରରେ ତୈଳ ଯୋଗାଣ ସ୍ବାଭାବିକ ହେବ: ସଂଘ ସଂପାଦକ

ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସଂପାଦକ ସଂଜୟ ଲାଠ ଏହି ସୂଚନା ଦେଇଛନ୍ତି।

ଜଟଣୀ, ପାରାଦୀପ, ବାଲେଶ୍ବର ଡିପୋରୁ ତେଲ ଯୋଗାଣ ହୋଇଛି, ତେବେ ଦୈନିକ ୫ଶହ ଗାଡ଼ି ତେଲ ଦରକାର, ୧୫୦ ଗାଡ଼ି ଆସୁଛି, ଭୁବନେଶ୍ବରକୁ ଅଧିକ ତେଲ ପଠାଯାଇଛି, ସଂଧ୍ୟା ସୁଦ୍ଧା ସ୍ବାଭାବିକ ହେବ, ସାରା ରାଜ୍ୟରେ ସ୍ବାଭାବିକ ହେବାକୁ ୨/୩ ଦିନ ଲାଗିବ ବୋଲି ଲାଠ୍ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes