ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା; ବିଳମ୍ବରେ ଚାଲିଛି ନୀତି

ବିଳମ୍ବ ନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି ସୂଚନା ଦେଇଛନ୍ତି।

ଅଢ଼େଇ ଘଣ୍ଟା ବିଳମ୍ବରେ ନୀତିକାନ୍ତି ଚାଲିଥିବା କହିଛନ୍ତି ସମ୍ପାଦକ। ରଥ ନିର୍ମାଣ ଓ ପ୍ରତିଷ୍ଠା ବିଳମ୍ବ ହେବାରୁ ଅନ୍ୟ ନୀତିକାନ୍ତିରେ ବିଳମ୍ବ ହୋଇଛି, ଧାର୍ଯ୍ୟ ସାଢ଼େ ୩ଟାରେ ରଥଟଣା ଆରମ୍ଭ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes