ଆଜି ଶ୍ରୀଗୁଣ୍ଡିଚା ରେ ପହଂଚିବା ଆଉ ଦୁଇ ରଥ

ଆଜି ଦେବୀ ସୁଭଦ୍ରା ଓ ଠାକୁର ଜଗନ୍ନାଥଙ୍କ ଦୁଇ ରଥ ପହଂଚିବ ଶ୍ରୀଗୁଣ୍ଡିଚାରେ ମନ୍ଦିର ଆଗରେ ଓ ସନ୍ଧ୍ୟା୧୦ ପରେ ତିନିଦୀୟଙ୍କୁ ପହଣ୍ଡି ପରେ ମାଉସୀମା ଘରକୁ ଯିବେ।

ଗତକାଲି ପ୍ରଥମେ ମହାପ୍ରଭୁ ବଳଭଦ୍ରଙ୍କ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଓ ଦେବୀ ସୁଭଦ୍ରାଙ୍କ ରଥ ଥାନା ଆଗରେ ପହଂଚିଥିଲା ଏକଲକ୍ଷ ରୁ ଉର୍ଦ୍ଧ ଭକ୍ତ ସମାଗମ ହେଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes