ଆଜି ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ଦିବସ ପାଳିତ

ଆଜି ବଲାଙ୍ଗିର ଜିଲ୍ଲାର ସହର ଭିତରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟରେ ଏନର୍ଜି କ୍ଲବ ତରଫରୁ ପରିବେଶ ସୁରକ୍ଷା ତଥା ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରୀ ମାନେ ସହର ପରିକ୍ରମା କରି ଜିଲ୍ଲାବାସୀଙ୍କୁ ସଚେତନ କରିଥିଲେ I

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes