ଆଜି ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ଆଜି ବୁଦ୍ଧଂ ଶରଣଂ ଗଚ୍ଛାମି, ସଂଘଂମ୍ ଶରଣଂ ଗଚ୍ଛାମି ଧ୍ବନିରେ ଗୁଞ୍ଜରିତ ହେବ ଧଉଳିଗିରି।

୫୦ ବର୍ଷ ପୂର୍ତ୍ତି ଅବସରରେ ବିଶେଷ ଆୟୋଜନ ହେବ। ଏଥିରେ ଦେଶ ବିଦେଶର ହଜାର ହଜାର ବୌଦ୍ଧ ସନ୍ୟାସୀ ସାମିଲ ହେବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes