ଆଜି ଥାନାରେ ହାଜର ହେବେନି ହ୍ୟୁମାନ ସାଗର

ହ୍ୟୁମାନ ସାଗର-ପତ୍ନୀ ଶ୍ରୀୟା ମିଶ୍ର ପାରିବାରିକ ବିବାଦ ଘଟଣାରେ ଆଜି ମହିଳା ଥାନାରେ ହାଜର ହେବେନି ହ୍ୟୁମାନ ସାଗର।

ଆସନ୍ତା ୩୦ ତାରିଖରେ ହ୍ୟୁମାନ ଓ ପତ୍ନୀ ଶ୍ରୀୟା ମିଶ୍ର ହାଜର ହେବେ।୩୦ରେ ପରବର୍ତ୍ତୀ କାଉନସେଲିଂ ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes