ଆଜି ଛାଡ଼ଖାଇ, ଆମିଷ ବଜାରରେ ପ୍ରବଳଭିଡ଼

ଧର୍ମ ମାସ କାର୍ତ୍ତିକ ଯୋଗୁ ପାଇଁ ମାସେ ହେଲା ଆମିଷ ଖାଇ ନଥିବା ଲୋକେ ଆଜି ଆମିଷ ଆଣିବା ପାଇଁ ସକାଳୁ ଭିଡ଼ ଜମାଇ ଦେଇଛନ୍ତି ।

ଆମିଷ ବଜାରରେ ଚାରିଆଡ଼େ ମାଛ, ମଟନ୍‌, ଚିଙ୍ଗୁଡ଼ି ଆଉ କଙ୍କଡ଼ା ରହିଛି। ସେହିଭଳି ବିଭିନ୍ନ ହୋଟେଲ୍, ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes