ଆଜି ଏମାର ମଠ ଖନନ ସ୍ଥଳରେ ପୁଣି ଜିପିଆର ସର୍ଭେ

ଆଜି ସକାଳୁ ପୁରୀ ଏମାର ମଠର ଖନନ ସ୍ଥଳରେ ପୁଣି ଠାରେ ଜିପିଆର ସର୍ଭେ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି l ଏହି କାମରେ ତିନି ଜଣ ଇଞ୍ଜିନିଅର, ପାଞ୍ଚଟି ମେସିନ ଓ ଆଠ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି l

ସର୍ଭେ ରିପୋର୍ଟ ଚାରି ଦିନ ଭିତରେ ଓବିସିସିକୁ ଦିଆଯିବ ବୋଲି ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes