ଆଜିର ପେଟ୍ରୋଲ-ଡିଜେଲ ଦର

ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୧୨ ଟଙ୍କା ୫୦ ପଇସା ରହିଛି ।

ସେହିପରି ଡିଜେଲ ଦାମ୍ ମଧ୍ୟ ପ୍ରତି ଲିଟର ପିଛା ୧୦ ପଇସା କମି ୧୦୨ ଟଙ୍କା ୨୪ ପଇସା ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes