ଆଜିଠୁ ୭ ଦିନିଆ ରିମାଣ୍ଡରେ ଯିବ ଅର୍ଚ୍ଚନା

ଅର୍ଚ୍ଚନା ନାଗକୁ ୭ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଛନ୍ତି କୋର୍ଟ।

ରିମାଣ୍ଡରେ ନେଇ ୧୩ ତାରିଖରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ୧୫ ଦିନ ରିମାଣ୍ଡ ନେବାକୁ ଆବେଦନ କରିଥିଲା ଇଡି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes