ଆଜିଠୁ ହକି ବିଶ୍ବକପ, ରାଉରକେଲାରେ ଖେଳ ଦେଖିବେ ମୁଖ୍ୟମନ୍ତ୍ରୀ

ଆଜିଠୁ ହକି ବିଶ୍ବକପ ଆରମ୍ଭ ହେଉଥିବା ବେଳେ ଟୁର୍ଣ୍ଣାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଆର୍ଜେଣ୍ଟିନା ଓ ସାଉଥ ଆଫ୍ରିକା ମଧ୍ୟରେ ପ୍ରଥମ ଟକ୍କର ହେବ ।

ଦିନ ଗୋଟାଏରେ ମ୍ୟାଚ୍‌ ଆରମ୍ଭ ହେବ। ହକି ପାଇଁ ଭୁବନେଶ୍ବର ଓ ରାଉରକେଲା ମଧ୍ୟରେ କଡା ସୁରକ୍ଷା ରହିଛି। ଆଜି ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖେଳ ଦେଖିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes