ଆଜିଠୁ ମିଳିବ ମାଟ୍ରିକ ଆଡ଼ମିଟ କାର୍ଡ

ଦଶମ ଶ୍ରେଣୀ ଦ୍ଵିତୀୟ ସମେଟିଭ ଆସେସମେଣ୍ଟ ପାଇଁ ଆଜି ପୂର୍ବାହ୍ନ ୧୦ଟାରୁ ଅନଲାଇନରେ ଉପଲବ୍ଧ ହେବ ଆଡ଼ମିଟ କାର୍ଡ ।

ବୋର୍ଡ ୱେବସାଇଟ www.bseodisha.ac.inରୁ ସ୍କୁଲ କୋଡ଼ ଓ ପାସୱାର୍ଡ ଜରିଆରେ ସ୍କୁଲ କର୍ତ୍ତୃପକ୍ଷ ଆଡ଼ମିଟ କର୍ଡ଼ ଡାଉନଲୋଡ଼ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes