ଆଜିଠୁ ବାରବାଟୀ ମ୍ୟାଚର ଅଫଲାଇନରେ ମିଳିବ ଟିକେଟ

କଟକ ବାରବାଟୀରେ ୧୨ତାରିଖରେ ହେବାକୁ ଥିବା ଭାରତ ଓ ଦକ୍ଷିଣଆଫ୍ରିକା ମ୍ୟାଚ ପାଇଁ ଆଜିଠୁ ବାରବାଟୀ କନଫରେନ୍ସ ହଲରେ ଟିକେଟ ବିକ୍ରି ଆରମ୍ଭ ହେବ ।

ଓସିଏ ସହିତ ଅନୁବନ୍ଧିତ ଥିବା ସଂସ୍ଥା,ସ୍କୁଲ ଓ କଲେଜ ଟିକେଟ କିଣିପାରିବେ ।୯ ଓ ୧୦ ତାରିଖରେ ସାଧାରଣ ଲୋକଙ୍କ ପାଇଁ ୧୬ହଜାର ୧୫୪ଟି ଟିକେଟ ବିକ୍ରି ହେବ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes