ଆଜିଠୁ ବସିଲା କୁମ୍ଭାରୀର ସାପ୍ତାହିକ ଶୁକ୍ରବାର ବଜାର

ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ପ୍ରଜାବହୁଳ ଗାଁ କୁମ୍ଭାରୀରେ ବସିଲା ସାପ୍ତାହିକ ଶୁକ୍ରବାର ବଜାର ।

୪୦ ବର୍ଷ ପୂର୍ବରୁ ଏଠାରେ ହାଟ ବସୁଥିବାରୁ ନାମଥିଲା ହାଟପଦ। ନବାଗତ ସରପଞ୍ଚ ବସନ୍ତ ମହାନନ୍ଦ ଏହାର ଶୁଭାରମ୍ଭ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes