ଆଜିଠୁ ଓଜେଇଇ ପରୀକ୍ଷା

ଆଜିଠୁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବାକୁଥିବା ବେଳେ ୫ଦିନ ଧରି ତିନୋଟି ସିଫ୍ଟରେ କମ୍ପ୍ୟୁଟର ବେଷ୍ଟ ଟେଷ୍ଟ ମାଧ୍ୟମରେ (ସିବିଟି )ପରୀକ୍ଷା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ରାଜ୍ୟରେ ୬୧ଟି ଏବଂ ରାଜ୍ୟ ବାହାରେ ୪ଟି ପରୀକ୍ଷା କେନ୍ଦ୍ର ହୋଇଛି ।ଏଥର ୫୮ହଜାର ଛାତ୍ରଛାତ୍ରୀ ଓଜେଇଇ ଦେବାପାଇଁ ପଞ୍ଜିକରଣ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes