ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜାଦୀ କି ଅମୃତ ମହୋତ୍ସବ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନକୁ ସ୍ମରଣ କରାଇଛନ୍ତି l
ଓଡିଶାରେ ସୁବାଷ ବୋଷ ଜନ୍ମ ହୋଇଥିଲେ ଏବଂ ଚଳିତ ବର୍ଷ ରାଜ୍ୟରେ ହୋଇଥିବା ସ୍ୱାଧୀନତା ଦିବସ ପ୍ରସ୍ତୁତି ସମ୍ପର୍କରେ ସେ କହିଥିଲେ l