ଆଜାଦି କା ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ସାଇକେଲ ମାରାଥନ୍

ତାଳଚେର ଦେଉଳବେଡା ଠାରେ ଆଜାଦି କା ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଆଜି ଏକ ସାଇକେଲ ମାରାଥନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସବୁଜ ଓ ସ୍ୱଚ୍ଛ ଇନ୍ଧନ ପାଇଁ ସାଇକେଲ ଚଳାଇବାର ମହତ୍ୱ ସଂପର୍କରେ ସଚେତନତା ବାର୍ତା ନେଇ ଏହି ସାଇକେଲ ମାରାଥନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes