ଆକ୍ରୋଶମୂଳକ ଭାବେ ମୋତେ ଗିରଫ କରାଯାଇଛି : ଅର୍ଦ୍ଧେନ୍ଦୁ

ଠକେଇ ମାମଲାରେ ଏକ ଘରୋଇ ଟିଭି ନ୍ୟୁଜ ଚ୍ୟାନେଲର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଇଓଡବ୍ଲୁ ଗିରଫ କରିଥିବା ବେଳେ ତାଙ୍କୁ ଆକ୍ରୋଶମୂଳକ ଭାବେ ଗିରଫ କରାଯାଇଥିବା ଅର୍ଦ୍ଧେନ୍ଦୁ ଗଣମାଧ୍ୟମକୁ କହିଛନ୍ତି l
ସରକାରଙ୍କ ଦୋଷତ୍ରୁଟି ଦେଖାଇବାରୁ ତାଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes