ଆଇ.ଟି ଉପକରଣ ଯୋଗାଣ ସକାଶେ ଟେଣ୍ତର ବିଜ୍ଞପ୍ତି

ଦେବଗଡ ଜିଲ୍ଲା ପ୍ରକଳ୍ପ କାର୍ଯ୍ଯାଳୟ ତରଫରୁ ୫ଟି ସ୍କୁଲ ମାନଙ୍କୁ (୫୨ ନଂ) ଆଇ.ଟି ଉପକରଣ ଯୋଗାଣ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଚଳିତ ଜୁଲାଇ ମାସ ୨୨ ତାରିଖ ଭିତରେ ବିଡ ଆବେଦନ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes