ଆଇନ ଅନୁସାରେ ଗଛ କଟା ହୋଇଛି : ରାଜ୍ୟ ସରକାର

ବିଧାୟକଙ୍କ ସୌଧ ନିର୍ମାଣ ପାଇଁ ଗଛ କଟା ବିରୋଧରେ ହୋଇଥିବା ମାମଲାର ଶୁଣାଣି ବେଳେ ଆଜି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇ ଗଛ କଟା ସହ ଅନ୍ୟାନ୍ୟ କାର୍ଯ୍ୟ ଆଇନ ଅନୁସାରେ ହୋଇଥିବା ଦର୍ଶାଯାଇଛି l
ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର 7 କୁ ଧାର୍ଯ୍ୟ ହୋଇଥିବା ବେଳେ ଅଭିଯୋଗକାରୀଙ୍କୁ ପ୍ରତି ଜବାବ ଦାଖଲ କରିବାକୁ କୋର୍ଟ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes