ଆଇନଜୀବୀ ବଳଦେବ ବେଦବାକଙ୍କ ପରିବର୍ତ୍ତନ ଯାତ୍ରା

ଆଇନଜୀବି ବଳଦେବ ବେଦବାକଙ୍କ ନେତୃତ୍ୱରେ ବାହାରି ଥିବା ପରିବର୍ତ୍ତନ ଯାତ୍ରା ଆଜି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ପାଲି ବ୍ଲକର କରଲାଜୁରୀ ପଞ୍ଚାୟତର କରଲାଜୁରୀ ଗ୍ରାମରୁ ଆରମ୍ଭ ହୋଇ ଡୁମେରପାଲି ଓ ଶୁଖା ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରିଛି।

ଏହି ଯାତ୍ରା ସମୟରେ ଅନେକ ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହେବା, ସ୍କୁଲରେ ମାଷ୍ଟର ଅଭାବ, ପିଇବା ପାଣି ଅଭାବ ଓ ଜଳସେଚନ ଅଭାବ ସମ୍ପର୍କରେ ଲୋକମାନେ ଅଭିଯୋଗ କରିଥିବା ପ୍ରକାଶ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes