ଆଇଏଏସସ୍ତରରେ ଅଦଳବଦଳ; ଶାଳିନୀ ପଣ୍ଡିତ ହେଲେ ସ୍ୱାସ୍ଥ୍ୟ ସଚିବ

୨୦୦୧ ବ୍ୟାଚର ଆଇଏଏସ୍ ଅଫିସର ଶାଳିନୀ ପଣ୍ଡିତଙ୍କୁ ଆଜି ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗର ସଚିବ ତଥା କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ।

ସେ ପୂର୍ବରୁ ଏନଏଚଏମ୍ ନିର୍ଦ୍ଦେଶିକା ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes