ଅସରାଏ ବର୍ଷାରେ କରଞ୍ଜିଆ ସହର ବେହାଲ୍

ଆଜି କରଞ୍ଜିଆ ସହରରେ ମଧ୍ୟାହ୍ନ ସମୟରେ କିଛି ସମୟ ପାଇଁ ବର୍ଷା ହେବା ଦ୍ବାରା ସହର ବେହାଲ ହୋଇଥିବା ଦେଖିବାକୁ ମିଳିଥିଲା ।

ଫିଲ୍ମ ହଲ୍ ଛକରେ ୧୦ ରୁ ଉର୍ଦ୍ଧ୍ବ ଦୋକାନୀ ଡ୍ରେନ ପାଣି ଦୋକାନରେ ପଡିବାରୁ ଏକ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ଧରି ଜଳବନ୍ଦୀ ହୋଇ ରହିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes