ଅଷ୍ଟମ ୨ ଦିବଶୀୟ ବୈଷ୍ଣବ ସ୍ମାରକୀ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

ଆଜି ମଧ୍ୟାନ୍ନରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କୁଡାପଡା ଖେଳ ପଡିଆରେ ଅଷ୍ଟମ ୨ ଦିବଶୀୟ ରାଜ୍ୟ ସ୍ତରୀୟ ବୈଷ୍ଣବ ସ୍ମାରକୀ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇ ଯାଇଛି l ତେବେ ଯଟେ ସିଙ୍ଗା ସରପଞ୍ଚ ପ୍ରତିନିଧି ବିନବାନନ୍ଦ ପଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଟୁର୍ନାମେଣ୍ଟକୁ ଉଦଘାଟନ କରିଥିବାବେଳେ, ଏହି ଟୁର୍ନାମେଣ୍ଟରେ ରାଜ୍ୟର ୮ ଗୋଟି ଦଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ତେବେ ଏହି ଟୁର୍ନାମେଣ୍ଟ ବୀରମହାରାଜପୁର ର ପୂର୍ବତନ ବିଧାୟକ ସ୍ବର୍ଗତ ବୈଷ୍ଣବ ପଧାନଙ୍କ ସ୍ମୁତି ଉଦ୍ୟେଶରେ ଦୀର୍ଘ ୮ ବର୍ଷ ହେଲା ଅନୁଷ୍ଠିତ ହୋଇ ଆସୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes