ଅର୍ଥ ବିଭାଗରେ ଯୋଗ ଦେଲେ 147 ଅଡିଟର

ଆଜି ଲୋକସେବା ଭବନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଅର୍ଥ ବିଭାଗରେ 147 ଜଣ ଅଡିଟର ଯୋଗ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଦିଗଦର୍ଶନ ଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes