ଅର୍ଚ୍ଚନା ହନିଟ୍ରାପ ମାମଲା; ଆଜି ଚାର୍ଜସିଟ୍ ଦାଖଲ କରିବ ପୁଲିସ

ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ବିରୋଧରେ ୨୪ ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିବ ଖଣ୍ଡଗିରି ଥାନା ପୁଲିସ।

୧ କୋଟିରୁ ଅଧିକ ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି। ସିଡିଆର ଆନାଲିସିସ୍, ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍, ହ୍ୱାଟ୍ସ ଆପ୍ ଚାଟ୍ ରହିଛି। ପୂର୍ବରୁ ନୟାପଲ୍ଲୀ ଥାନା ପୁଲିସ ଚାର୍ଜସିଟ ଦାଖଲ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes