ଅର୍ଚ୍ଚନା ନାଗ ମାମଲାରେ ପୁଲିସ କମିଶନରଙ୍କ ଅଫିସ ଘେରାଉ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣାରେ ପୁଲିସ କମିଶନରଙ୍କ ଅଫିସ ଘେରାଉ କରିଛି ଭୁବନେଶ୍ବର ବିଜେପି ସଂଗଠନ।

ଅର୍ଚ୍ଚନାକୁ ରିମାଣ୍ଡରେ ଆଣିବା ସହ ଅର୍ଚ୍ଚନାଙ୍କ ସ୍ବାମୀଙ୍କୁ ଗିରଫ କରିବା ଓ ଚର୍ଚ୍ଚାରେ ଆସୁଥିବା ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି ବିଜେପି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes