ଅମୃତ ସୋରବର ପାଇଁ ଭୂମି ପୂଜନ ଅନୁଷ୍ଠିତ

ଆଜି ପବିତ୍ର ରଥଯାତ୍ରା ଅବସରରେ ସୁବଳୟା ନୁଆଁ ବନ୍ଧ ଖଣ୍ଡିରେ ଅମୃତ ସୋରବର ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇ ଯାଇଛି l

ଏହି କାର୍ଯ୍ୟକ୍ରମରେ ପାଞ୍ଚୟତର ସରପଞ୍ଚ ପ୍ରୋମଦ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାରିକେଳ ଭାଙ୍ଗିବା ସହିତ ଫିତା କାଟି କାର୍ଯ୍ୟର ଶୁଭ ଉଦଘାଟନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟା ଲିଲି ମେହେର ଙ୍କ ସହ ପାଞ୍ଚୟତର ବରିଷ୍ଟ ନାଗରିକ ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes