ଅମାୟିକ ବ୍ୟକ୍ତିଙ୍କ ଦେହାନ୍ତରେ ଶୋକ ପ୍ରକାଶ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡପାଟଣା ପଞ୍ଚାୟତ ସ୍ୱାମ ଶାସନର ଜଣା ଶୁଣା ଅମାୟିକ ମିଷ୍ଟ ଭାଷୀ ଡମ୍ବରୁ ଧର କରଙ୍କ ୭୪ ବର୍ଷ ବୟସରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ପରଲୋକ ଘଟିଛି।

ଦୀର୍ଘ ଦିନ ହେବ ସେ ଅସୁସ୍ଥ ହୋଇ ଶଯ୍ୟା ଶାୟୀ ଥିଲେ। ଶନିବାର ପାଟଣା ବୈତରଣୀ ନଦୀ କୂଳରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି।ତାଙ୍କର ଏକ ମାତ୍ର ପୁତ୍ର ତପନ କୁମାର କର ମୁଖାଗ୍ନି ଦେଇଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବା ସହ ତାଙ୍କ ମୃତ୍ୟୁରେ ଗଭୀର ପ୍ରକାଶ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes