ଅଭିଯୋଗ ଅନୁସାରେ ତଦନ୍ତ ଚାଲିଛି: ଡିସିପି

ଡିଜେ ଆଜେକ୍ସ ମୃତ୍ୟୁର ତଦନ୍ତ ନେଇ ଡିସିପି ପ୍ରତୀକ ସିଂ କହିଛନ୍ତି, ଆଜେକ୍ସ ଓରଫ ଅକ୍ଷୟଙ୍କ ମା’ଙ୍କ ଅଭିଯୋଗକୁ ଗୁରୁତ୍ୱର ସହ ନେଇଛୁ, ଯାହା ଯାହା ଅଭିଯୋଗ ଆସିଛି, ତାହାରି ଉପରେ ତଦନ୍ତ କରାଯାଉଛି, ଅକ୍ଷୟଙ୍କ ସହ ଯାହାର ସଂପର୍କ ଥିଲା, ସମସ୍ତଙ୍କୁ ପଚରାଉଚରା କରାଯାଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes