ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲାରେ ଲିଭ୍ ଇନ୍ ରିଲେସନସିପ୍ରେ ଥିବା ବୟଫ୍ରେଣ୍ଡ୍ ସନ୍ତୋଷ ପାତ୍ରଙ୍କୁ ହାଜର ପାଇଁ
ନୋଟିସ୍ କରିଛି ନୟାପଲ୍ଲୀ ଥାନା ପୁଲିସ।
ଯଥାଶୀଘ୍ର ଥାନାରେ ପହଞ୍ଚି ତଦନ୍ତରେ ସହଯୋଗ କରିବାକୁ ନୋଟିସ୍ ଜାରି ହୋଇଛି। ଏହା ସହ ପୂର୍ବତନ ବୟଫ୍ରେଣ୍ଡ୍ ରାଜା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ ବୋଲି ପୁଲିସ ସୂଚନା ଦେଇଛି।