ଅବକାରୀ ବିଭାଗର ଚଢ଼ାଉ,୨ ଗିରଫ

ବାଲେଶ୍ଵର ଜିଲ୍ଲା ସୋର ଅବକାରୀ ବିଭାଗ ଅଧିକାରୀ ଲକ୍ଷେସାଧବ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ ଆଜି ମଧ୍ୟାହ୍ନରେ ସୋରର ବିଭିନ୍ନ ସ୍ଥାନରେ ଚଢାଉ କରି କରୁଣାକର ମଲିକ ଓ ଅନନ୍ତ ସେଠୀ ଙ୍କୁ ଗିରଫ କରିବାସହ ୨୦ ଲିଟର ଦେଶୀ ମଦ ଓ ୧୬ ଲିଟର ବିଦେଶୀ ମଦ ଜବତ କରିଥିବା ଜଣାପଡିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes