ଅପହୃତ ନାବାଳକର ମୃତଦେହ ନାଳରୁ ଉଦ୍ଧାର

ରାଜଧାନୀର ନୀଳାଦ୍ରିବିହାର ପଣ୍ଡାକୁଦିଆ ବସ୍ତିରେ ଦୁଇଦିନ ତଳେ ନିଖୋଜ ଥିବା ଜଣେ ନାବାଳକର ମୃତଦେହ ଆଜି ସ୍ଥାନୀୟ ଏକ ନାଳରୁ ମିଳିଛି l

ମୃତଦେହ ଏକ ଜରିରେ ବନ୍ଧା ଯାଇଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes