ଅପହରଣ ଉଦ୍ୟମ କରୁଥିବା ନାବାଳିକା ଉଦ୍ଧାର

କଟକ ସଦର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ସୋମବାର ବିଳମ୍ବିତ ରାତିରେ ହାତଗୋଡ଼ ବାନ୍ଧି ଅପହରଣ ଉଦ୍ୟମ କରୁଥିବା ବେଳେ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର କରିଛନ୍ତି ଗାଁ ଲୋକେ ।

ସୂଚନା ପାଇ ପହଞ୍ଚିଥିବା ପୁଲିସ ମଧ୍ୟ ଆକ୍ରୋଶର ଶିକାର ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes