ଅପହଞ୍ଚ ଗ୍ରାମରେ ବିଡ଼ିଓ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳଙ୍କ ନିର୍ଦେଶରେ ଉଦଳା ବିଡ଼ିଓ ଦେବଯାନୀ ଭୁଁୟା ପାଟଣୀପୁର ପଞ୍ଚାୟତର ବଣିଆଧର ଓ କାଶୀକୁଣ୍ଡଳର ଲୋଧା ଜନଜାତିର ଗ୍ରାମକୁ ପରିଦର୍ଶନ କରିଥିଲେ।

ତେବେ ଉକ୍ତ ଗ୍ରାମରେ ସରକାରଙ୍କ ବିଭିନ୍ନ ଯୋଜନା କିପରି ପହଞ୍ଚି ପାରିବ ସେ ନେଇ ଏକ ବିଭିନ୍ନ ବିଭାଗର ଟିମ ଗଠନ କରି ତାହାର ରିପୋର୍ଟ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ତେବେ ଖୁବ ଶୀଘ୍ର ଲୋଧା ଜନଜାତିଙ୍କୁ ସରକାରୀ ଯୋଜନା ଯୋଗାଇ ଦିଆଯିବ ବୋଲି ବିଡ଼ିଓ ଦେବଯାନୀ ଭୁଁୟା କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes