ଅନ୍ଧାରପାଟ ଖେଳ ପଡିଆ ଲରପଙ୍କ ନାମଫଳକ ଉଦଘାଟନ

ଆଜି ହୀରାକୁଦ ଲରପଙ୍କ ଠାରେ ହୀରାକୁଦ କଲେଜ ସମ୍ମୁଖରେ ଥିବା ଖେଳ ପଡିଆ ଠାରେ ଅନ୍ଧାରପାଟ ଖେଳ ପଡିଆ ନାମଫଳକ ଉଦ୍ଧାଘଟନ କରାଗଲା l

ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀଯୁକ୍ତ ଭୀମସେନ ଆଇନ ଫିତା କାଟି ନାମଫଳକ ଉଦଘାଟନ କରିଥିଲେ l ଗ୍ରାମ ର ବରିଷ୍ଠ ନାଗରିକ ଶ୍ରୀ ବବନ ସିଂ, ନିରଞ୍ଜନ ସାହୁ ମୁଖ୍ୟ ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes