ଅନ୍ତଜିଲ୍ଲା ଫୁଟବଲ ଟୁର୍ନାମେଣ୍ଟର ଉଦଯାପନୀ ଉତ୍ସବ

ତେଲକୋଇ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ତିନି ଦିନିଆ ଅନ୍ତଜିଲ୍ଲା ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଜିଲ୍ଲାରୁ ୧୬ ଟି ଦଳ ଭାଗ ନେଇଥିଲେ । ଫାଇନାଲ ମ୍ୟାଚରେ ଅନୁଗୋଳ ଏକାଦଶ ଓ କଲା ଏକାଦଶ ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇ କଲା ଏକାଦଶ ବିଜେତା ହୋଇ ଅତିଥି ଙ୍କ ଠାରୁ ଟ୍ରଫି ନେଇଥିଲେ ।

ସେହିପରି ରନର୍ସ ଅପ ସହିତ ଉପଯୁକ୍ତ ଖେଳାଳୀ ଙ୍କୁ ପୁରଷ୍କୃତ କରିଥିଲେ ଅତିଥି ।ଉଦଯାପନୀ ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାର ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes