ଅନୁଗୁଳରେ ହେବ ମେଗା ଆଲୁମିନିଅମ ପାର୍କ

ଅନୁଗୁଳରେ ଏକ ମେଗା ଆଲୁମିନିଅମ ପାର୍କ ପ୍ରତିଷ୍ଠା ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି l
ଏଥିପାଇଁ ଜମି ଅଧିଗ୍ରହଣ ସକାଶେ ଇଡ଼କୋକୁ 428 କୋଟି ଟଙ୍କା ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes