ଅନାଥ ପିଲାଙ୍କୁ ପିଏମ କେୟାର ଯୋଜନାରେ ସହାୟତା ପ୍ରଦାନ

ସମଗ୍ର ଦେଶରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍ ମହାମାରୀ ସମୟରେ ଉଭୟ ପିତାମାତାଙ୍କୁ ହରାଇ ଥିବା ଅନାଥ ପିଲାମାନଙ୍କୁ ପିଏମ କେୟାର ଯୋଜନା ମାଧ୍ୟମରେ ବିଭିନ୍ନ ସହାୟତା ପ୍ରଦାନର ଶୁଭାରମ୍ଭ କରିଥିବାବେଳେସୁବର୍ଣ୍ଣପୁର ଜିଲ୍ଲାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଡ଼ୋଲାମଣୀ ପଟେଲ ଅଧ୍ୟକ୍ଷତା କରି ହିତାଧିକାରୀ ମାନଙ୍କୁ ବ୍ଯାଙ୍କ ସହାୟତା ପ୍ରଦାନ କରିଥିଲେ ।

ଏହା ସହିତ ସ୍କୁଲ ବେଗ, ଛତା ଏବଂ ପାଣି ବୋତଲ ଉପହାର ଦିଆଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes