ଅଧିବେଶନ ବେଳେ ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ଯୋଜନାକୁ ବିଜେପିର ନାପସନ୍ଦ

ବିଧାନସଭାର ଆସନ୍ତା ଅଧିବେଶନ ସମୟରେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଥାଇ ଭିଡିଓ କନଫରେନସିଂରେ ଅଧିବେଶନରେ ଯୋଗଦେବେ ବୋଲି ଗଣମାଧ୍ୟମ ଖବରରେ ପ୍ରତିକ୍ରିୟା ପ୍ରକାଶ କରି ଏହା ଚିନ୍ତାଜନକ ଏବଂ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ଟ୍ୱିଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି l

ଏହାର ଜବାବରେ ବିଜେଡ଼ି ସଂସଦ ଅମର ପଟ୍ଟନାୟକ କହିଛନ୍ତି ରାଜ୍ୟ ସ୍ୱାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯାଉଛନ୍ତି, ଏହାକୁ ନେଇ ରାଜନୀତି ଅନୁଚିତ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes