ଅଧାପନ୍ତରିଆ କମ୍ୟୁନିଟି ସେଣ୍ଟର୍ ପାଲଟିଛି ଜଙ୍ଗଲ

କେନ୍ଦୁଝର ମାଧପୁର ସାହିରେ ଦୀର୍ଘ ବର୍ଷ ଧରି ଅଧାପନ୍ତରିଆ ହୋଇ ପଡ଼ିରହିଛି କମ୍ୟୁନିଟି ସେଣ୍ଟର୍ ଘର।

ଏହା କାମରେ ଲାଗୁ ନ ଥିବାରୁ ଲକ୍ଷ ଲକ୍ଷ ଟଙ୍କାର ଏହି ଘର ଅନାବନା ଗଛ ଲତା ମାଡ଼ି ଜଙ୍ଗଲରେ ପରିଣତ ହୋଇଛି। ଫଳରେ ଏହା ନଷ୍ଟ ହେବାକୁ ବସିଥିବା ବେଳେ ପୌରପାଳିକା ପକ୍ଷେରୁ ଏଭଳି ଅର୍ଥ ଅପବ୍ୟୟ କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes