ଅଧରାତିରେ ରାଜଧାନୀରେ ହତ୍ୟା, ସଂଘର୍ଷ

ଭୁବନେଶ୍ୱରର ୟୁନିଟ -8 ର ଏକ ବସ୍ତିରେ ଶୁକ୍ରବାର ଅଧରାତିରେ କିଛି ଯୁବକ ପ୍ରବେଶ କରି ଅଚାନକ ଆକ୍ରମଣ କରି ଜଣେ ଯୁବକକୁ ପିଟି ପିଟି ହତ୍ୟା କରିଥିବା ଜଣାପଡିଛି l ଏହା ପରେ ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି l
ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes