ଅଦିନିଆ ବର୍ଷାରେ ବୀରମହାରାଜପୁରରେ କୃତ୍ରିମ ବନ୍ୟା

ଦିନକୁ ଦିନ ରାସ୍ତା ଘାଟ ଠୁ ଉଚ୍ଚ ରେ ନିର୍ମାଣ ହେଉଛି ଗୃହ , ଦୋକାନ ବଜାର ଏବଂ ବଢ଼ିବାରେ ଲାଗିଛି ଜନବସତି ଯାହାକି ଜଳ ନିଷ୍କାସନ ରେ ବାଧା ସୃଷ୍ଟି କରୁଛି l

ଠିକ୍ ସେହିପରି ସୁବର୍ଣ୍ଣପୁର ଜିଲ୍ଲା ର ବୀରମହାରାଜପୁର ସଦର ଅଞ୍ଚଳରେ ଡ୍ରେନେଜ୍ ସୁବିଧା ନ ଥିବା ରୁ ଅଦିନିଆ ବର୍ଷା ବି କୃତ୍ରିମ ବନ୍ୟା ସୃଷ୍ଟି କରୁଛି। ବର୍ଷା ଦିନ କଥା ନ କହିବା ଭଲ। ଏ ଦିଗରେ ପ୍ରଶାସନ ର ଦୃଷ୍ଟି ଦେବାର ଆବଶ୍ୟକତା ଅଛି ବୋଲି ସାଧାରଣ ରେ ପ୍ରକାଶ ପାଉଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes