ଅତିରିକ୍ତ ଶାସନ ସଚିବ ପଦବୀକୁ ବିଷ୍ଣୁପ୍ରିୟା ସାହୁଙ୍କ ପଦୋନ୍ନତି

ଲୋକ ସମ୍ପର୍କ ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ବିଷ୍ଣୁପ୍ରିୟା ସାହୁଙ୍କୁ ସରକାର ଅତିରିକ୍ତ ଶାସନ ସଚିବ ପଦବୀକୁ ଉନ୍ନୀତ କରିବା ସହ ସେହି ବିଭାଗରେ ନିଯୁକ୍ତ କରିଛନ୍ତି।

ରାଜ୍ୟ ସରକାର ଯୁଗ୍ମ ସଚିବ ପାହ୍ୟାର ରାଜ୍ୟ ପ୍ରଶାସନିକ ସେବା ଅଧିକାରୀଙ୍କ ସ୍ତରରେ ଏହିପରି ଅଦଳ ବଦଳ କରିବା ସହ ୧୦ ଜଣଙ୍କୁ ପଦୋନ୍ନତି ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes