ଅତିରିକ୍ତ କ୍ଲାସ ପାଇଁ ଅଧ୍ୟାପକଙ୍କୁ ମିଳିବ ସ୍ୱତନ୍ତ୍ର ଛୁଟି

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ କୋଭିଡ ସମୟରେ କ୍ଷତି ହୋଇଥିବା ପାଠ ଭରଣା କରିବାକୁ ଖରାଛୁଟି ହ୍ରାସ କରି ଜୁନ 1 ରୁ 16 ମଧ୍ୟରେ ସୀମାବଦ୍ଧ ରଖିବା ସହ ଅତିରିକ୍ତ କ୍ଲାସ କରିବାକୁ ଅଧ୍ୟାପକ ଓ କର୍ମଚାରୀଙ୍କୁ ମଧ୍ୟ କୁହାଯାଇଛି l

ଅତିରିକ୍ତ କ୍ଲାସ ପାଇଁ ମଧ୍ୟ ଅଧ୍ୟାପକ ଓ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଭାବେ ପରେ ଛୁଟି ଦିଆଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes