ଆଜି ସକାଳେ ଅତାବିରା ମାର୍କେଟରେ କୂଷକ ସଂଗଠନର ବୈଠକ ସଂଗଠନର ସଭାପତି ବୀରେନ୍ଦ୍ର କରକଂ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେଏହି ବୈଠକରେ ସ୍ଥାନୀୟ ବିଧାୟିକା ସେହ୍ନାଗିଂନୀ ଛୁରିଆ ଯୋଗଦେଇ ଚଳିତ ରବିଋତୁରେ ଧାନ ବିକ୍ରୀ ପ୍ରକ୍ରିୟା କିପରି ସୁରୁଖୁରୁରେ ଚାଲିବ ସେ ବିଷୟରେ ଆଲୋଚନା କରାଯାଇଥିଲା
Credible Local News of Odisha