ଅଠରବାଙ୍କୀ ସରକାରୀ ଡାକ୍ତରଖାନାରେ ଉତ୍ତେଜନା

ଝାଡ଼ା ହେଉଥିବା ଶିଶୁକୁ ନିରାମୟ କେନ୍ଦ୍ରରୁ ଭୁଲ୍ ଔଷଧ ଦିଆଯାଇଥିବା ଅଭିଯୋଗ କରି ଜଗତସିଂହପୁର ଜିଲ୍ଲା ଅଠରବାଙ୍କୀ ସରକାରୀ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି।

ଔଷଧ ଖାଇବା ପରେ ଶିଶୁଟିର ବାନ୍ତି ହେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ଶିଶୁର ପରିବାର ପାଟିତୁଣ୍ଡ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes