ଅଟୋ ସହ ପିକ୍ଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା, ୩ ମୃତ

ମୟୁରଭଞ୍ଜ ଜିଲ୍ଲା ବାରିପଦା-ଦେଉଳି ରସ୍ତାର ସିନାଧୁଆ ଛକରେ ଏହି ସଡ଼କ ଦୁର୍ଘଟଣା ଘଟିଛି ।

ଜୀବନ ହରାଇଥିବା ୩ ଜଣ ଅଟୋରେ ଥିଲେ । ସେହିପରି ୨ ଗାଡ଼ିର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes